ଭେଣ୍ଡା ପଣ
[ଭେଣ୍ଡା ପଣିଆଁ(ଆଁ)—ଅନ୍ୟରୂପ]
ଯୁବକତ୍ୱ —Youth; the state of being a young a youngman; youthfulness.
(ଉ—ସହଦେବ ତୁଲରେ କୃପାଚର୍ଯ୍ୟ ରଣ; କଲେ ବୁଢ଼ାକାଳେ ଦେଖାଇ ଭେଣ୍ଡା ପଣ କୃଷ୍ଣସିଂହ. ମହାଭାରତ. ଭୀଷ୍ମ)