ଭେଣ୍ଡିଆ ମର୍ଦ୍ଦନ
ବୃକ୍ଷବିଶେଷ — Name of a tree.
[ଦ୍ରଷ୍ଟବ୍ୟ — ଏହି ବୃକ୍ଷ ଅତ୍ୟନ୍ତ ମୋଟ ଓ ଉଚ୍ଚରେ ବଢେ ଏଥିରେ ବାଘରା ମହୁ ଫେଣା କରନ୍ତି ଏହାର ପଟାରେ ନାହା ତିଆରି ହୁଏ]