ଭେଣ୍ଡି ଭଁଅର
ଦେଖଣା
ଭେଣ୍ଡି ଭଁଅର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭେଣ୍ଡି ଭଁଅର
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଭେଣ୍ଡି ଗଛର ଫଳକୁ ଖାଇବା ଭମର ପରି ଏକ ପ୍ରକାର ପୋକ —A kind of insect feeding on the flowers of lady's finger plant.
[ଦ୍ରଷ୍ଟବ୍ୟ —ଏମାନଙ୍କର ଦେହ ଆଙ୍ଗୁଠି ପରି ମୋଟ; ଖୋଳ— ଯୁକ୍ତ ଆବରଣ ତଳେ ପକ୍ଷି ଥାଏ; ଖୋଳ ଉପରେ କଳା, ଧଳା, ହଳଦିଆ, ଟୋପିମାନ ଥାଏ; ଗୋଡ଼ ଲମ୍ୱ ଓ କଳା]