Jump to content

ଭେଦ

ଉଇକିଅଭିଧାନ‌ରୁ

ଭେଦ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବି—(ଭିଦ୍ ଧାତୁ=ଭେଦ ବିଦାରଣ କରିବା+ ଭାବ. ଅ)

[ସମ୍ପାଦନା]
୧. ବିଦାରଣ କରିବା; ଫାଡ଼ିବା —୧. Piercing; splitting up.
୨. ବିଚ୍ଛେଦ — ୨. Separation.
୩. ଚ୍ଛେଦନ —୩. Cutting.
୪. ବୈଲକ୍ଷଣ୍ୟ; ଅସାଧାରଣତା —୪. Peculiarity; unusualness.
୫. ବୈଷମ୍ୟ; ଅନୌକ୍ୟ — ୫. Dissimilarity.
୬. ପ୍ରଭେଦ; ପାର୍ଥକ୍ୟ; ବିଭିନ୍ନତା —୬. Difference; diversity.
୭. ବିଭାଗ —୭. Division.
୮. ଭଙ୍ଗ —୮. Breaking.
୯. ବିବାଦ; ବିରୋଧ; ମନୋମାଳିନ୍ୟ — ୯. Dissension.
୧. ମନୋଭଙ୍ଗ —୧୦. Disagreement.
୧୧. ଦୁଇଜଣଙ୍କ ମଧ୍ୟରେ କଳହ ଜାତ କରାଇବା ବା ଶୁକ୍ରକୁ ବଶ କରିବା ପାଇଁ ନିଯୁକ୍ତ ତାନ୍ରିକ ଉପାୟବିଶେଷ —୧୧. Charms employed for fomenting quarrel between two persons or bringing an enemy under subjugation.
୧୨. ବେଧନ; ଫୋଡ଼ିବା —୧୨. Penstration; boring.
୧୩. ଉନ୍ନୋଷ; ପ୍ରକାଶ —୧୩. Opening up.
୧୪. ରେଚନ; ଉଦର ଭଙ୍ଗ; ପତଳା ଝାଡ଼ା ହେବା —୧୪. Purging; looseness of the bowels; diarrhoea.
୧୫. ଅନ୍ୟୋନ୍ୟା— ଭାବ —୧୫. Want of mutuality or reciprocity.
୧୬. ମର୍ମ; ଭତର କଥା; ରହସ୍ୟ; ଗୁପ୍ତକଥା — ୧୬. Secret; the key; manner.
୧୭. ପ୍ରକାର — ୧୭. Kind; manner.

(ଯଥା ଜନ୍ତୁଭେଦ =ଏକପ୍ରକାର ଜନ୍ତୁ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ସମ୍ୱନ୍ଧ — ୧. Connection.

[ଉ—ଏଣେ ତାହାର ନାହିଁ ଭେଦ, ଶୁଣ କହିବା ତତ୍ତ୍ୱ ବୋଧ ଜଗନ୍ନାଥ. ଭାଗବତ]