Jump to content

ଭେଦକ

ଉଇକିଅଭିଧାନ‌ରୁ

ଭେଦକ

ଉଚ୍ଚାରଣ

[ସମ୍ପାଦନା]

(ଭେଦକାରକ—ଅନ୍ୟରୂପ)

(ଭେଦିକା—ସ୍ତ୍ରୀ) 

ସଂସ୍କୃତ - ବିଣ—(ଭିଦ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ପୃଥକ୍କାରକ — ୧. Separating.
୨. ବିଦାରଣକାରୀ — ୨. Piercing.
୩. ବିଚ୍ଛେଦ କାରକ —୩. Causing separation.
୪. ବିରେଚକ —୪. Cathartic; purgative.
୫. ବିଶିଷ୍ଟତାବ୍ୟଞ୍ଜକ —୫. Distinctive; characteristic.