ଭେଦା
(ସଂସ୍କୃତ - ଭେଦ; ଯାହା ଦାତାମାନଙ୍କ ଅବସ୍ଥାଭେଦରେ କମ ବେଶି ଆଦାୟ ହୁଏ) ଚାନ୍ଦା —Subscription; contribution.
(ଯଥା—ଗ୍ରାମ ଭେଦା; ଠାକୁରାଣୀ ମାଜଣା ଭେଦା ଇତ୍ୟାଦି)