ଭେଦାଇବା
ଦେଖଣା
ଭେଦାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଭେଦାଇବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ଭେଦ)
[ସମ୍ପାଦନା]- ୧. ଭେଦିବା କ୍ରିୟାର ଣିଜନ୍ତି ରୂପ —୧. The causative from of 'Bhedibā'.
- ୨. ପ୍ରବେଶ କରାଇବା — ୨. To cause to penetrate.
- ୩. ଉତ୍ତମ ରୂପେ ବୁଝାଇବା; ବ୍ୟାଖ୍ୟା କରିବା —୩. To explain clearly.
(ଉ—ରାଜାଙ୍କୁ କହିଲେ ବୁଝାଇ, ଏ ଲିଙ୍ଗ ଶରୀର ଭେଦାଇ ଜଗନ୍ନାଥ. ଭାଗବତ)
- ୪. ବତୁରାଇବା —୪. To soak.