Jump to content

ଭେଦାଭେଦ

ଉଇକିଅଭିଧାନ‌ରୁ

ଭେଦାଭେଦ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସହଚର ଶବ୍ଦ)

[ସମ୍ପାଦନା]
୧. ପ୍ରଭେଦ ଓ ଐକ୍ୟ ୧. Difference and similarity.
୨. ବିଚ୍ଛେଦ ଓ ମିଳନ —୨. Separation and union.
୩. ଅନାତ୍ମୀୟତା ଓ ଆତ୍ମୀୟତା —୩. Separation and oneness.

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭେଦ)

ପ୍ରଭେଦ — Difference.