Jump to content

ଭେଦାଭେଦ ଜ୍ଞାନ

ଉଇକିଅଭିଧାନ‌ରୁ

ଭେଦାଭେଦ ଜ୍ଞାନ

ଉଚ୍ଚାରଣ

[ସମ୍ପାଦନା]

(ଭେଦଭେଦ ବିଚାର—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଏ ଜଣକ ଆତ୍ମୀୟ ଓ ସେ ଜଣକ ପର, ଏହୁପରି ଜ୍ଞାନ —୧. Discrimination; observing distinction between that which in one's own and which is not.
୨. ଭଲର ଓ ମନ୍ଦର ବିଚାର —୨. Discriminating between good and bad.