Jump to content

ଭେଦୁଆ

ଉଇକିଅଭିଧାନ‌ରୁ

ଭେଦୁଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଭେଦକ)

[ସମ୍ପାଦନା]
୧. ଯେ କୌଣସି ବିଷୟର ଭେଦ ବା ରହସ୍ୟକୁ ଜାଣେ —୧. Conversant with the secrets of a matter.
୨. ଯେ ଗୁପ୍ତ ବିଷୟ ଅନୁସନ୍ଧାନ କରିପାରେ —୨. Detective; able to find out secrets.

ବିଶେଷ୍ୟ -

[ସମ୍ପାଦନା]
୧. କୌଣସି ବିଷୟକୁ ଗୁପ୍ତ ଭାବରେ ଅନୁସନ୍ଧାନ କରିବା ପାଇଁ ନିଯୁକ୍ତ ଚର; ଗୁପ୍ତଚର —୧. A spy
୨. ମଧ୍ୟସ୍ଥ —୨. A go-between.