ଭେଦୁଆ ପୁରାଇବା
ଦେଖଣା
ଭେଦୁଆ ପୁରାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭେଦୁଆ ପୁରାଇବା
|
[ଭେଦୁଆ ଲଗା(ଗେ)ଇବା—ଅନ୍ୟରୂପ]
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଗୁପ୍ତଚରଦ୍ୱାରା ଅନୁସନ୍ଧାନ଼ କରାଇବା —୧. To have an investigation made through a spy.
- ୨. କୌଅସି ବ୍ୟକ୍ତିର ଆଚରଣାଦି ପ୍ରତି ଗୁପ୍ତ ଭାବରେ ଦୃଷ୍ଟିଦେବା ପାଇଁ ଗୁପ୍ତଚର ନିଯୁକ୍ତ କରିବା —୨. To employ a spy to watch the movements of a persons.