Jump to content

ଭେଦ କରିବା

ଉଇକିଅଭିଧାନ‌ରୁ

ଭେଦ କରିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବିଦାରଣ କରିବା; ଚିରିବା — ୧. To pierce; to spilt up.
୨. ଫୋଡ଼ିବା —୨. To penetrate; to hore.
୩. ପୃଥକ୍ କରିବା —୩. To separate.
୪. ଦୁଇ ଜଣଙ୍କ ମଧ୍ୟରେ କଳି ମନୋମାଳିନ୍ୟ ଜନ୍ମାଇବା — ୪. To sow seeds of dissension between two persons.