ଭେଦ କାଢ଼ିବା
ଦେଖଣା
ଭେଦ କାଢ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭେଦ କାଢ଼ିବା
|
(ଭେଦ ବାହାର କରିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ରହସ୍ୟ ଉଦ୍ଘାଟନ କରିବା — ୧. To find out or unravel the secret of a matter.
- ୨. ଗୁପ୍ତ ବିଷୟ ବାହାରେ ପ୍ରକାଶ କରିବା —୨. To publish a secret.