ଭେଦ ବତାଇବା
ଦେଖଣା
ଭେଦ ବତାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭେଦ ବତାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତିକୁ କୌଣସି ବିଷୟରେ ରହସ୍ୟ ଶିଖାଇ ଦେବା — ୧. To teach a person the secret of a matter.
- ୨. ଭେଦ କାଢ଼ିବା (ଦେଖ) - —୨. Bheda Kāṟḍẖibā (See)