ଭେଦ ହେବା
ଦେଖଣା
ଭେଦ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]ଫାଟି ଯିବା; ଛିନ୍ନ ଭିନ୍ନ ହେବା —To give way; to crack.
[ଉ—ସେ ଶୂନ୍ୟ ଅଣ୍ଡ ଭେଦ ହୋଇ; ତହିଁ ଜନମ ଭାବଗ୍ରାହୀ ଯଶୋବନ୍ତ. ପ୍ରେମଭକ୍ତି ବ୍ରହ୍ମ ଗୀତା]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦେହ ଭେଦ ହେବା; ପ୍ରସୂତିର ସନ୍ତାନ ଜନନ ପୂର୍ବରୁ ପ୍ରଥମ ଜ ସ୍ରାବ ହେବା — Primary watery discharge from the uterus before delivery.