ଭେରଣ୍ଡା
ଦେଖଣା
ଭେରଣ୍ଡା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭେରଣ୍ଡା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଏରଣ୍ଡ)
[ସମ୍ପାଦନା]- ୧. ଗବଗଛ —୧. The castor oil plant.
- ୨. (ସଂସ୍କୃତ - ଫେରୁ) ଅଣ୍ଡିରା ବିଲୁଆ —୨. A he-jackal.
- ୩. ହିଂସ୍ରଜନ୍ତୁ —୩. Fercious animal.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ରାତିରେ ବିକଟ ସ୍ୱର କରିବା ଅମଙ୍ଗଳସୂଚକ ପକ୍ଷିବିଶେଷ —A bird whose screeching at night forebodes evil.