ଭେରେଷା
ଦେଖଣା
ଭେରେଷା
ଉଚ୍ଚାରଣ
[ସମ୍ପାଦନା](ଭେରେଷୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା](ଭେର୍ଷା—ଅନ୍ୟରୂପ)
ଦେଶଜ - ବିଶେଷଣ - [ସଂସ୍କୃତ - ଭ୍ରେଷ=ଅନ୍ୟାୟ, ପାପ ବା କୁପଥ ଗମନ (ଆପ୍ତେ) ବା ସଂସ୍କୃତ - ହ୍ରେଷା=ଅଶ୍ୱର ରାବ;ଯେ ଅଶ୍ୱର ରାବପରି ହସେ]
[ସମ୍ପାଦନା]ଭାଣ୍ଡ; ନିର୍ଲ୍ଲଜ୍ଜ —Shameless; laughing immoderately.
[ଦ୍ରଷ୍ଟବ୍ୟ —ଯେଉଁ ଲୋକ ନିର୍ଲ୍ଲଜ ଭାବରେ ବଡ଼ ପାଟି କରି ହସେ ଓ କଥା କହେ ତାହାକୁ ଭେରେଷା କୁହାଯାଏ]