ଭେଲ
ଦେଖଣା
ଭେଲ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - [ସଂସ୍କୃତ - ମିଳ୍, ଧାତୁ; ଢୁଳ. ତା ଭେଲିରୂପା]
[ସମ୍ପାଦନା]- ୧. ନକିଲି; କୃତ୍ରିମ —୧. Artificial; counter.
- ୨. ଅବିଶୁଦ୍ଧ —୨. Impure.
- ୩. ମିଶ୍ରିତ —୩. Adulterated; alloyed.
[ଉ—ଭଲ ସୁନା ବୋଲି ଭବେ ଯେ ବିଳସେ, ଭେଲ ସୁନା ଚିତ୍ରଗୁପ୍ତର ନିକଷେ ରାଧାନାଥ. ଦରବାର]
ବିଶେଷ୍ୟ -
[ସମ୍ପାଦନା]- ୧. ସୁନା ଆଦିରେ ମିଶିବା ନିକୃଷ୍ଟ ଧାତୁ —୧. Alloy; base metals added to gold.
[ଉ—ଭଲ ସୁନା ବୋଲି ଭବେ ଯେ ବିଳସେ, ଭେଲ ସିନା ଚିତ୍ରଗୁପ୍ତର ନିକଷେ ରାଧାନାଥ. ଦରବାର]
- ୨. କୃତ୍ରିମ ପଦାର୍ଥ — ୨. Artificial thing; a counterfeit.
- ୩. ମନ୍ଦ ଦ୍ରବ୍ୟ ମିଶ୍ରିତ ପଦାର୍ଥ —୩. Adulterated article.
- ୪. ଜାଲ୍ ଟଙ୍କା —୪. Counterrfeit coin.