ଭେଳକା କରିବା
ଦେଖଣା
ଭେଳକା କରିବା
ଉଚ୍ଚାରଣ
[ସମ୍ପାଦନା][ଭେଳକା ଲଗା(ଗେ)ଇବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ଭେଳକା କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କିଂକର୍ତ୍ତ୍ୟବ୍ୟବିମୂଢ଼ କରିବା; ହତ— ବୁଦ୍ଧି କରିବା —୧. To bewilder.
- ୨. ମନ୍ତ୍ରମୁଗ୍ଧ କରିବା — ୨. To enchant.
- ୩. ଛାନିଆ କରିଦେବା — ୩. To frighten a perrson out of his wits.