Jump to content

ଭେଳା

ଉଇକିଅଭିଧାନ‌ରୁ
  • ପ୍ଳବ; ଉଡୁପ; ନଦୀ ଆଦି ପାରି ହେବା ନିମନ୍ତେ ଭାସମାନ କାଷ୍ଠାଦି
  • ସ୍ଥାନାନ୍ତରକୁ ନିଆଯିବା ପାଇଁ କାଠ ବାଉଁଶଆଦିର ପଟାଳି
  • ନ୍ଦୀଆଦି ପାରି ହେବାର ନୌକା
  • ଗୋଛା; ସମୂହ
  • ଜୀବିକା; ବଞ୍ଚିବାର ଉପାୟ
  • ଆଶ୍ରୟସ୍ଥଳଭେଳା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭେଳ; ଭେଳକ)

[ସମ୍ପାଦନା]
୧. ପ୍ଳବ; ଉଡ଼ୁପ; ନଦୀ— ଆଦି ପାରି ହେବା ନିମନ୍ତେ ଭାସମାନ କାଷ୍ଠାଦି — ୧. A raft; a float.

(ଉ—ଧରି ହରି ପାଦପଦ୍ମ ଭେଳା ମଦୂସୂଦନ. ସଙ୍ଗୀତମାଳା)

୨. ସ୍ଥାନାନ୍ତରକୁ ନିଆଯିବା ପାଇଁ କାଠ ବାଉଁଶଆଦିର ପଟାଳି
—୨. A number of timbers or bamboos tied into a raft for the purpose of being carried to a distance on the water.
୩. ନଦୀଆଦି ପାରି ହେବାର ନୌକା —୩. Boat; means of crossing a river.

(ଉ—ମୋ ଜାନୁଭେଳା ଧରି କାମନଦୀ ପାରି କୃଷ୍ଣସିଂହ. ମହାଭାରତ ବନ

୪. ଗୋଚ୍ଛା; ସମୂହ —୪. Cluster; multitude.
୫. (ଲକ୍ଷଣାର୍ଥ) ଜୀବିକା; ବଞ୍ଚିବାର ଉପାୟ —୫. (figurative) Means of livelihood.
୬. ଆଶ୍ରୟସ୍ଥଳ —୬. Fefuge.