Jump to content

ଭେଳାଇବା

ଉଇକିଅଭିଧାନ‌ରୁ

ଭେଳାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମିଳନ; ମେଳନ)

[ସମ୍ପାଦନା]
୧. ବହୁଲୋକଙ୍କୁ ମେଳାଇବା; ବହୁଲୋକଙ୍କୁ ଏକତ୍ର କରାଇବା —୧. To cause many people to assemble; to collect many people.
୨. ବହୁଲୋକଙ୍କୁ କୌଣସି ଗୋଟିଏ କାର୍ଯ୍ୟପାଇଁ ମତାଇବା —୨. To cause people to form a company or association to do a work.