ଭେଳା ବାନ୍ଧିବା
ଦେଖଣା
ଭେଳା ବାନ୍ଧିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭେଳା ବାନ୍ଧିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ନଦୀଆଦି ପାରିହେବା ପାଇଁ ଭେଳା ତିଆରି କରିବା —୧. To make a raft.
- ୨. (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ ସାଧନାର୍ଥ କୌଣସି ଉପାୟ ଅବଲମ୍ୱନ କରିବା — ୨. (figurative) To pursue or have recourse to a means to accomplish an object.
(ଉ—ହରି ନାମକୁ ବାନ୍ଧିଥିବୁ ଭେଳା ଢ଼ଗ)