ଭେଳା ଭେଳା
ଦେଖଣା
ଭେଳା ଭେଳା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଭେଳା ଭେଳା
|
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ପଞ୍ଝା ପଞ୍ଝା ହୋଇ —୧. In groups; in shoals.
(ଉ—ଚାଲ ଯାଗ କୁଣ୍ଡେ ପଡ଼ିବା ଭେଳା ଭେଳା କୃଷ୍ଣସିଂହ. ମହାଭାରତ ଆଦି)
- ୨. ପଲ ପଲ; ବହୁ ସଂଖ୍ୟକ —୨. In herds.
(ଯଥା—ତଳମାଳ ନଈରେ କୁମ୍ଭୀର ଗୁଡ଼ାକ ଭେଳା ଭେଳା ହେଉଥାଆନ୍ତି)