ଭେଳେଇବା
ଦେଖଣା
ଭେଳେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭେଳେଇବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ମିଳନ; ମେଳନ)
[ସମ୍ପାଦନା]- ୧. ବହୁଲୋକଙ୍କୁ ମେଳାଇବା; ବହୁଲୋକଙ୍କୁ ଏକତ୍ର କରାଇବା —୧. To cause many people to assemble; to collect many people.
- ୨. ବହୁଲୋକଙ୍କୁ କୌଣସି ଗୋଟିଏ କାର୍ଯ୍ୟପାଇଁ ମତାଇବା —୨. To cause people to form a company or association to do a work.