Jump to content

ଭେଶଡ଼ା

ଉଇକିଅଭିଧାନ‌ରୁ

ଭେଶଡ଼ା

ଉଚ୍ଚାରଣ

[ସମ୍ପାଦନା]
[ଭେଶ(ଶୀ)ଡ଼ୀ(ରୀ)—ସ୍ତ୍ରୀ] 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ଭ୍ରଷ୍ଟ)

[ସମ୍ପାଦନା]
୧. କଦର୍ଯ୍ୟ; କୁତ୍ସିତ —୧. Ugly.
୨. ମଳିଆ — ୨. Slovenly; slatternly.
୩. ଭେରେଶା; ନିର୍ଲ୍ଲଜ୍ଜ; ନିଲଠା —୩. Shameless.