Jump to content

ଭେଶ୍ରିଆ

ଉଇକିଅଭିଧାନ‌ରୁ

ଭେଶ୍ରିଆ

ଉଚ୍ଚାରଣ

[ସମ୍ପାଦନା]
(ଭେଶ୍ରୀ—ସ୍ତ୍ରୀ) 

ପ୍ରାଦେଶିକ - (ସମ୍ୱଲପୁର) ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ଭ୍ରେଷ=ଅନ୍ୟାୟ; ଦୋଷ; କୁପଥ ଗମନ; (ଆପ୍ତେ)

[ସମ୍ପାଦନା]
୧. ଅଶ୍ଳୀଳ — ୧. Vulgar; indecent.
୨. ନିର୍ଲ୍ଲଜ୍ଜ — ୨. Shameless.