Jump to content

ଭେସ୍ତା

ଉଇକିଅଭିଧାନ‌ରୁ

ଭେସ୍ତା

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - (ଢୁଳ. ବଂ ଭେସ୍ତା ସଂସ୍କୃତ - ବ୍ୟସ୍ତ)

[ସମ୍ପାଦନା]

ତାସ ବାଣ୍ଟିବା ବେଳେ କୌଣସି କାରଣବଶତଃ ତାସ କମ ହୋଇଯିବା କିମ୍ୱା ଜଣକର ଅଂଶ ଅନ୍ୟର ଭାଗରେ ପଡ଼ିବା —The missing of one's card or confusion of cards at the time of distribution after shuffing.