ଭେ(ଟେ)ଇବା
ଦେଖଣା
ଭେ(ଟେ)ଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭେ(ଟେ)ଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଦୁଇ ଜଣଙ୍କର ଭେଟ ବା ମିଳନ କରାଇବା —୧. To bring about an interview between two persons.
(ଉ—ସେହିକ୍ଷଣି ଆସି ଋଷିଙ୍କ ଘେନିଗଲେ, ନୃପ ଜନ୍ମେଜୟ ଛାମୁରେ ଭେଟାଇଲେ କୃଷ୍ଣସିଂହ ସହାଭାରତ ଆଦି)
- ୨. ପର ପୁରୁଷ ନିକଟରେ ପର ସ୍ତ୍ରୀ ଆଣି ପହଞ୍ଚାଇବା — ୨. To pander.
- ୩. ଯଥେଷ୍ଟ ହେବା; ଅଣ୍ଟିବା — ୩. To suffice; to be sufficient.
(ଯଥା—ନୁଆ ଚାଉଳ ଭାତ ପୁରୁଣା ଚାଉଳ ଭାତ ପରି ଭେଟାଏ ନାହିଁ)