Jump to content

ଭୈମୀ

ଉଇକିଅଭିଧାନ‌ରୁ

ଭୈମୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଭୀମ=ଭୀମସେନ ରାଜା+ଅପତ୍ୟାର୍ଥେ ଅ+ସ୍ତ୍ରୀ ଈ)

[ସମ୍ପାଦନା]
୧. ନଳପତ୍ନୀ ଦନୟନ୍ତୀ —୧.; Damayantī, the daughter of king Bhīma.
୨. ଭୀମ ଏକାଦଶୀ; ମାଘମାସ ଶୁକ୍ଳ ଏକାଦଶୀ —୨. The ୧୧th day of the bright fotnight of Māgha.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଭୈମର ସ୍ତ୍ରୀଲିଙ୍ଗ —Feminine of Bh&aline;i̱ma.