Jump to content

ଭୈରବୀ

ଉଇକିଅଭିଧାନ‌ରୁ

ଭୈରବୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଭୈରବ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ଦୂର୍ଗା; ସତୀ — ୧. Wife of Ṡiba.
୨. ଭୈରବାନୂଚରୀ ଦେବୀ— ବିଶେଷ —୨. Name of a goddess accompanying Bh&aline;i̱raba.

[ଦ୍ରଷ୍ଟବ୍ୟ —ଭୈରବୀଙ୍କର କେତେକ ମୂର୍ତ୍ତି କଳ୍ପିତ ହୋଇଅଛି; ଯଥା—ତ୍ରିପୂର ଭୈରବୀ; କୌଳେଶ ଭୈରବ; ରୁଦ୍ର ଭୈରବୀ; ନିତ୍ୟା ଭୈରବୀ; ଚୈତନ୍ୟ ଭୈରବୀ—ହିନ୍ଦୀ - ଶବ୍ଦସାଗର]

୩. ରାଗିଣୀବିଶେଷ — ୩. Name of a secondary musical air.

[ଦ୍ରଷ୍ଟବ୍ୟ —ହନୁମାନଙ୍କର ମତରେ ଭୈରବୀ ରାଗିଣୀ ଭୈରବ ରାଗର ରାଗିଣୀ ବିଶେଷ ଏ ରାଗିଣୀ ଶରଦ୍ ଋତୁର ପୂର୍ବାହ୍ନରେ ଗେୟ ଏହା ସପ୍ତସ୍ୱରବିଶିଷ୍ଟ ଓ ଏଥିର ଚାରି ଗୋଟି ସ୍ୱର କୋମଳ—ହିନ୍ଦୀ - ଶ.]

୪. ଶୈବା ସନ୍ୟାସିନୀ — ୪. A female ascetic devoted to Ṡiba.
୫. ଦଶ ମହାବିଦ୍ୟାର ଏକତମା; ଚାମୁଣ୍ଡା —୫. One of the ୧୦ forms of Pārbati.
୬. ନଦିବିଶେଷ — ୬. Name of a river.
୭. ଦୂର୍ଗାପୂଜାରେ ଦୂର୍ଗା— ରୂପେ କଳ୍ପିତା ଦ୍ୱାଦଶ ବର୍ଷିୟା କନ୍ୟା —୭. A girl of ୧୨ or a young girl representing the goddess Durgā at the Durgā festival (Apte).