ଭୈରବୀ ଚକ୍ର
ଦେଖଣା
ଭୈରବୀ ଚକ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ତନ୍ତ୍ର ଶାସ୍ତ୍ର କୁଳାର୍ଣ୍ଣବ ଯେଉ ଚକ୍ର ବା ତନ୍ତ୍ରସାଧକ ମଣ୍ଡଳୀ ମଧ୍ୟରେ ବସି ପଞ୍ଚମକାର ସାଧନ କରାଯାଏ —A circle of tantric worshippers sitting in which tantric devotees perform the ritual of 'Pan̄chamakāra'.
[ଦ୍ରଷ୍ଟବ୍ୟ —ଯେଉଁ ଦୀକ୍ଷିତ ତାନ୍ତ୍ରିକ ବାମ ମାର୍ଗ ସାଧକମାନେ ନିର୍ଦ୍ଦିଷ୍ଟ ତିଥି ଓ ନକ୍ଷତ୍ରରେ ଦେବୀ ପୂଜର୍ଥ ଏକତ୍ର ହୋଇ ଏକ ଚକ୍ର ବା ମଣ୍ଡଳରେ ବସି ଫଞ୍ଚିମକାର ସାଧନ କରନ୍ତି ତାହାକୁ ଭୈରବୀଚକ୍ର ବୋଲାଯାଏ ଏଥିରେ ସମ୍ମିଳିତ ସାଧକମାନଙ୍କର ବର୍ଣ୍ଣାଶ୍ରମ ଆଦି ଭେଦର ବିଚାର ରଖାଯାଏ ନାହିଁ]
ଅନୁବାଦ
[ସମ୍ପାଦନା]ଭୈରବୀ ଚକ୍ର
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଭୟଙ୍କର କୂଟ; କୂଟ ଚକ୍ର — ୧. A puzzling snare or trick; deep conspiracy.
- ୨. (ବ୍ୟଙ୍ଗ୍ୟ) ମଉଜିଆ ମଦ୍ୟପ ଗୋଷ୍ଠୀ —୨. (ironical) A company of merry drinkers.