Jump to content

ଭୈରବେ

ଉଇକିଅଭିଧାନ‌ରୁ

ଭୈରବେ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି. ବି—(ସଂସ୍କୃତ - ଭୈରବ)

[ସମ୍ପାଦନା]
୧. ଭୀଷଣରୂପ — ୧. Terribly.
୨. ଅତି ଭୟୋତ୍ପାଦକ ଉଚ୍ଚୈଃସ୍ୱରରେ —୨. Tremendously loudly.

(ଉ—ଭୂପତି ଇଙ୍ଗିତେ ଭୈରବେ ବାଜିଲା ସଙ୍କେତ ଭେରୀ ରାଧାନାଥ. ଊଷା)