ଭୈରବ ଯାତନା
ଦେଖଣା
ଭୈରବ ଯାତନା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଭୈରବଙ୍କ ପ୍ରଦତ୍ତ ଯାତନା)
[ସମ୍ପାଦନା]କାଶିରେ ମୃତ୍ୟୁଲାଭ କରିବା ବ୍ୟକ୍ତିଙ୍କୁ କାଶୀର ଭୈରବଙ୍କ ମନ୍ଧିରରେ ଦିଆଯିବା ଶାରରିକ ଦଣ୍ଡ (ବେତ୍ରପ୍ରହାର), ଯହିଁରେ ମୃତ ବ୍ୟକ୍ତିର ଆତ୍ମା ପରମାତ୍ମାରେ ଲୀନ ହେବା ପାଇଁ ଉପଯୁକ୍ତ ଶୁଦ୍ଧି ଲାଭ କରେ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି —A sorrt of purificatory physical torment (e.g. caning) or penance inflicted by Bh&aline;i̱aba on those who die at Benares to make theirr spirits fit for absorrption into the Supreme Spirit.
[ଦ୍ରଷ୍ଟବ୍ୟ —ଯେଉଁ ଯାତ୍ରୀମାନେ କାଶୀର ଭୈରବଙ୍କ ମନ୍ଦିରକୁ ଦର୍ଶନ କରିବାକୁ ଯାଆନ୍ତି ସେଠାର ପଣ୍ଡାମାନେ ସେମାନଙ୍କ ପିଠିରେ ମୟୁରପୃଚ୍ଛରେ ବନ୍ଧା ହୋଇଥିବା ବିଡ଼ାରେ ନାମମାତ୍ର ପ୍ରହାର (ଭୈରବ ଯାତନା) ଦିଅନ୍ତି]