ଭୈରବ ସାଧିବା
ଦେଖଣା
ଭୈରବ ସାଧିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭୈରବ ସାଧିବା
|
(ଭୈରବ ସଧା[ଧେ]ଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]ତାନ୍ତ୍ରିକ ମତରେ ଭୈରବଙ୍କ ଆରାଧନା କରିବା —To worship the Bh&aline;:i̱rabas according to Tantric rites.
[ଦ୍ରଷ୍ଟବ୍ୟ — ଭୈରବ ଏକଗୋଡ଼ିକିଆ ହୋଇଥିବାରୁ ଏ ସାଧନାରେ ଏକପାଦରେ ଠିଆ ହୋଇ ହସ୍ତଚାଳନ କରନ୍ତି]