Jump to content

ଭୋ

ଉଇକିଅଭିଧାନ‌ରୁ

ଭୋ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବି—(ସଂସ୍କୃତ - ବ୍ୟୂହ)

[ସମ୍ପାଦନା]

ପ୍ରାଚୀନ ମନ୍ଦିରର ଭିତ୍ତି ଗାତ୍ରରେ ଉତ୍କୀର୍ଣ୍ଣ ଚିତ୍ରବିଶେଷ —Pictures like coat of arms engraved on the walls of ancient temples.

(ସମ୍ୱୋଧନ) ହେ; ଆହେ; ହୋ; ଆହେ ===

[ଉ—ଏ ହରି ଚରିତ ବର୍ଣ୍ଣନ, ଭୋ ମୁନି ସାବଧାନେ ଶୁଣ ଜଗନ୍ନାଥ. ଭାଗବତ]

ଦେଶଜ - ଅ

[ସମ୍ପାଦନା]

(ଧ୍ୱନ୍ୟନୁକରଣ) ଭୋ ଭା (ଦେଖ) - Bho bhā (See)