ଭୋଇ
ଦେଖଣା
ଭୋଇ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଉତ୍କଳର ପ୍ରାଚୀନ ରାଜବଂଶବିଶେଷ — ୧. Name of a dynastyof ancient kings of Utkaḻa.
- ୨. ଗ୍ରାମର ସାଧାରଣ ହିସାବରକ୍ଷକ— ଗୁମାସ୍ତା; ଭୂଇଁ ମୂଳ —୨. The village accountant.
- ୩. ଉତ୍କଳର ସ୍ୱାଧୀନ ରାଜାଙ୍କ ସମୟରେ ଗ୍ରାମ ଶାସନଭାର— ପ୍ରାପ୍ତ ରାଜକର୍ମଚାରୀଙ୍କ ଉପାଧି —A title given to the person employed by the independent kings of Orissa to look after the administration of a village.
[ଦ୍ରଷ୍ଟବ୍ୟ —ଉତ୍କଳ ଗଜପତିଙ୍କ ମନ୍ତ୍ରୀ ଭୋଇ ଜନାର୍ଦ୍ଦନଙ୍କ ବିଦ୍ୟାଧରଙ୍କ ପୁତ୍ର ୧୫୬୮: ଖ୍ରୀଷ୍ଟାଦ୍ଦରେ ଖୋରଧା ଅଧିକାର କରି ରାମଚନ୍ଦ୍ର ଦେବ ନାମ ଗ୍ରହଣ କରି ସ୍ୱାଧିନ ରାଜତ୍ୱ ଚଳାଇଲେ ସେହି ସମୟରୁ ଖୋରଧା ରାଜାମାନେ ଭୋଇ ବଂଶୀୟ ବୋଲି ପରିଚିତ ହେଲେ କୃପାସିନ୍ଧୁ. ଉତ୍କଳ ଇତିହାସ]
- ୪. ବାଉରିମାନଙ୍କର ବଂଶୋପାଧିବିଶେଷ — ୪. A family title of 'Bāuris'.