ଭୋକରେ ପାଟି ପାକୁ ପାକୁ ହେବା
ଦେଖଣା
ଭୋକରେ ପାଟି ପାକୁ ପାକୁ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭୋକରେ ପାଟି ପାକୁ ପାକୁ ହେବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅତି କ୍ଷୁଧାର୍ତ୍ତ ହୋଇ ପାଟିରେ ଲାଳା ଅଭାବରୁ ଦୁଇ ପାଟି ମୁହୁର୍ମୁହୁ ଲାଗିଯିବା —The repeated sticking of lips; due to extreme hunger.