Jump to content

ଭୋକୀ ଶୋଷୀ

ଉଇକିଅଭିଧାନ‌ରୁ

ଭୋକୀ ଶୋଷୀ

ଉଚ୍ଚାରଣ

[ସମ୍ପାଦନା]

ଭୋକୀ ଦୁଃଖୀ, ଭୋକୀ ରଙ୍କୀଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ)

[ସମ୍ପାଦନା]

ଅତି କ୍ଷୁଧିତ ଓ ଗରିବ ବ୍ୟକ୍ତିଗଣ —The hungry and the thirsty; the foodless poor people.

(ଉ—ସୌଭାଗ୍ୟ ସମୟେ କୌଶଲ୍ୟ୍ୟା ତୋହର ଦେଖୁଥିଲେ ଭୋକୀ—ଶୋଷୀ ରାଧାନାଥ. ପାର୍ବତୀ)