ଭୋକ ବାଉଳିଆ
ଦେଖଣା
ଭୋକ ବାଉଳିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭୋକ ବାଉଳିଆ
|
(ଭୋକ ବାଉଳୀ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. କ୍ଷୁଧାଯୋଗୁଁ ବାତୁଳ — ୧. Maddened by hunger.
- ୨. କ୍ଷୁଧା ଯୋଗୁଁ ବିବେକଶୂନ୍ୟ —୨. Rendered unconscientious by panges of hunger.