ଭୋକ ବିକଳା
ଦେଖଣା
ଭୋକ ବିକଳା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭୋକ ବିକଳା
|
(ଭୋକ ବିକଳିଆ—ଅନ୍ୟରୂପ)
(ଭୋକ ବିକଳୀ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଅତି କ୍ଷୁଧାର୍ତ୍ତ; କ୍ଷୁଧାପୀଡ଼ିତ — ୧. Very hungry; gnawed by hunger.
- ୨. ଯେ କ୍ଷୁଧାର ଜ୍ୱାଳା ସହି ନ ପାରେ —୨. One who cannot long withstand the pange of hunger.