ଭୋକ ମାରିବା
ଦେଖଣା
ଭୋକ ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଭୋକ ମାରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]କ୍ଷୁଧାର ଉଦ୍ରେକ ବେଳେ ନ ଖାଇ କ୍ଷୁଧା— ବୃତ୍ତିକୁ ଶାନ୍ତ କରିବା —To stifle the craving of hunger (by not eating when one feels hungry).
ଭୋକ ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]କ୍ଷୁଧାର ବେଗ ସମ୍ଭାଳିବା; କ୍ଷୁଧା ହେଲେ କିଛି ନ ଖାଇ ତାହା ସମ୍ଭାଳିନେବା