ଭୋଗବତୀ
ଦେଖଣା
ଭୋଗବତୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଭୋଗବତ୍+ଈ)
[ସମ୍ପାଦନା]- ୧. ପାତାଳ ଗଙ୍ଗା — ୧ The river Ganges flowing in the nether world.
- ୨. ପାତାଳସ୍ଥ ନାଗପୁରୀ —୨. The city of the serpents in the nether regions.
- ୩. ଗଙ୍ଗାନଦୀ (ହିନ୍ଦୀ - ଶ.) —୩. The Ganges.
- ୪. କାର୍ତ୍ତିକେୟଙ୍କ ଏକ ମାତୃକା (ହିନ୍ଦୀ - ଶ) —୪. Name of one of the mothers of Kārttika.
- ୫. କୃଷ୍ଣପକ୍ଷର ଦ୍ୱିତୀୟା ତିଥିର ରାତ୍ରି —୫. The night of the second day of a lunar month.