Jump to content

ଭୋଗମୂର୍ତ୍ତି

ଉଇକିଅଭିଧାନ‌ରୁ

ଭୋଗମୂର୍ତ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବଡ଼ ବଡ଼ ଦେବତାଙ୍କର ଚଳନ୍ତି ପ୍ରତିମା (ଯଥା— ମହାଦେବଙ୍କର ଚନ୍ଦ୍ରଶେଖର ଓ ଜଗନ୍ନାଥଙ୍କର ମଦନମୋହନ) —Removable images of immovabele idols.