ଭୋଗରାଇ
(ବୋଗରାଇ—ଅନ୍ୟରୂପ)
ବାଲେଶ୍ୱର ଜିଲ୍ଲାରେ ସମୁଦ୍ରର ଅଦୂରବର୍ତ୍ତୀ ସିକତା ସ୍ତୂପମୟ ସ୍ଥାନ —Name of a tract of country in the district of Balasore which is full of sand-dunes along the sea-danes along the sea-shore.