Jump to content

ଭୋଗସ୍ଥାନ

ଉଇକିଅଭିଧାନ‌ରୁ

ଭୋଗସ୍ଥାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପାର୍ଥିବ ସୁଖଭୋଗର ଆଧାର (ଅର୍ଥାତ୍ ଶରୀର) —୧. The material body.
୨. ଇନ୍ଦ୍ରିୟସେବାର ସ୍ଥାନ —୨. Place for sensual enjoyment.
୩. ଅନ୍ତଃପୁର —୩. The harem