Jump to content

ଭୋଗାର୍ହ

ଉଇକିଅଭିଧାନ‌ରୁ

ଭୋଗାର୍ହ

ଉଚ୍ଚାରଣ

[ସମ୍ପାଦନା]
(ବୋଗାର୍ହା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (୬ଷ୍ଠୀ ତତ୍; ଭୋଗ+ଅର୍ହ)

[ସମ୍ପାଦନା]

ଭୋଗର ଉପଯୋଗୀ —Fit to be enjoyed.

ବିଶେଷ୍ୟ -

[ସମ୍ପାଦନା]
୧. ଐଶ୍ୱର୍ଯ୍ୟ; ସାଂସାରିକ ବିଭବ —୧. Prosperity;wordly happiness.
୨. ସମ୍ପତ୍ତି; ଧନ — ୨. Riches; property.