Jump to content

ଭୋଗାୟତନ

ଉଇକିଅଭିଧାନ‌ରୁ

ଭୋଗାୟତନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୬ଷ୍ଠୀ ତତ୍; ଭୋଗ+ଆୟତନ)

[ସମ୍ପାଦନା]

ସୁଖ ଓ ଦୁଃଖ ଭୋଗର ଆଧାରରୂପୀ —Being a recptacle of enjoyment of both pleasure and pain.

ବିଶେଷ୍ୟ -

[ସମ୍ପାଦନା]

ବଡ଼ ଶରୀର —Physical or material body.