Jump to content

ଭୋଗିନୀ

ଉଇକିଅଭିଧାନ‌ରୁ

ଭୋଗିନୀ

ଉଚ୍ଚାରଣ

[ସମ୍ପାଦନା]

ସ. ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ମହିଷୀ ବ୍ୟତୀତ ରାଜାଙ୍କର ଅନ୍ୟ ସ୍ତ୍ରୀ; ପୋଇଲୀ — Concubine of a Rājā.

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଭୋଗୀର ସ୍ତ୍ରୀଲିଙ୍ଗ —Feminine of Bhogī.