Jump to content

ଭୋଗିବା

ଉଇକିଅଭିଧାନ‌ରୁ

ଭୋଗିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ଭୁଜ୍ ଧାତୁ)

[ସମ୍ପାଦନା]
୧. ସୁଖ ଦୁଃଖ ଭୋଗ କରିବା — ୧. To enjoy pleasure or undergo suffering.

[ଉ—ପୂର୍ବଜନ୍ମେ କରିଥିଲି ମୁହିଁ ମହାପାପ, ଭୋଗୁଅଛି ତାହା ଫଳେ ଏ ଘୋର ସନ୍ତାପ —ନନ୍ଦକିଶୋର. ସୀତା ବନବାସ]

୨. ଅନୁଭବରେ ଆଣିବା; ଅଙ୍ଗେ ନିଭାଇବା —୨. To experience;

[ଉ—ଭୋଗି ନାହିଁ କେବେ ଅଭାବର ତାପ—ରାଧାନାଥ. ଦରବାର]

୩. ଦୁଃଖ ଭୋଗ କରିବା —୩. To suffer or undergo hardships.