ଭୋଗ୍ୟ
ଦେଖଣା
ଭୋଗ୍ୟ
ଉଚ୍ଚାରଣ
[ସମ୍ପାଦନା](ଭୋଗ୍ୟା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଭୁଜ୍ ଧାତୁ+କର୍ମ ଯ)
[ସମ୍ପାଦନା]୧ : ଭୋଜ୍ୟ — ୧. Eatable.
- ୨. ଉପଭୋଗ କରାଯିବାର ଯୋଗ୍ୟ (ବସ୍ତୁ) —୨. Enjoyble.
ବିଶେଷ୍ୟ -
[ସମ୍ପାଦନା]- ୧. ଧଲରତ୍ନାଦି —୧. Riches.
- ୨. ଉପଭୋଗ — ୨. Enjoyment.
(ଉ—ବିଭୀଷଣ କରିବ ନିଶ୍ଚୟ ଲଙ୍କା ଭୋଗ୍ୟ ବିଶ୍ୱନାଥ. ବିଚିତ୍ର ରାମାୟଣ )
- ୩. ଶସ୍ୟ —୩. Corn; grain (Apte).
- ୪. ଉପଭୋଗ୍ୟ ବସ୍ତୁ —୪. An object of enjoyment. [Apte].